ବାଲେଶ୍ୱର ସହରର ଟାଉନ ଥାନା ଅନ୍ତର୍ଗତ ମୋତିଗଞ୍ଜ ବଜାରରେ ବାଣ୍ଠିଆ ଜଗନ୍ନାଥ ମନ୍ଦିର ନିକଟରେ ଆଜି ଡ୍ରେନ କାମ ଚାଲିଥିବା ବେଳେ ପାଖରେ ଥିବା ଏକ ଘରୋଇ ଦୁଇ ମହଲା କୋଠା ଅଚାନକ ଭୁଶୁଡ଼ି ପଡିଛି l
ଘଟଣାରେ କେହି ମୃତାହତ ହୋଇନଥିବା ବେଳେ ଜିଲ୍ଲାପାଳ ଓ ମ୍ୟୁନିସିପାଲିଟି ଚେୟାରମ୍ୟାନ ଘଟଣାସ୍ଥଳରେ ପହଞ୍ଚିଛନ୍ତି l