ଡେଙ୍ଗୁ ସ୍ଥିତି ନେଇ ୫ମହାନଗର ନିଗମକୁ ଚିଠି ଲେଖିଲା ସ୍ବାସ୍ଥ୍ୟ ବିଭାଗ

ଭୁବନେଶ୍ୱର, ବ୍ରହ୍ମପୁର, ରାଉରକେଲା, ସମ୍ବଲପୁର ଓ କଟକ ମହାନଗର ନିଗମର ସମସ୍ତ ହସ୍ପିଟାଲରେ ସ୍ବତନ୍ତ୍ର ଡେଙ୍ଗୁ ଓ୍ବାର୍ଡ ପ୍ରସ୍ତୁତ କରି ରଖିବାକୁ ଚିଠି ଲେଖି ନିର୍ଦ୍ଦେଶ ଦେଇଛି ସ୍ବାସ୍ଥ୍ୟ ବିଭାଗ।

ସୂଚନାଯୋଗ୍ୟ, ରାଜ୍ୟରେ ୪,୦୮୮ ସାମ୍ପୁଲରୁ ୧୯୭ ଡେଙ୍ଗୁ ପଜିଟିଭ ଚିହ୍ନଟ ହୋଇଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes