ଭୁବନେଶ୍ବର ନୀଳାଦ୍ରୀବିହାରରେ ଡେଙ୍ଗୁରେ ଅବସରପ୍ରାପ୍ତ ପୁଲିସ ଅଧିକାରୀ ସୁଦର୍ଶନ ସେଠୀଙ୍କ ମୃତ୍ୟୁ ହୋଇଛି।
ଗତ ୩୧ ତାରିଖରେ ଚିକିତ୍ସା ପାଇଁ ସୁଦର୍ଶନ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଡେଙ୍ଗୁ ରୋଗୀଙ୍କ ମୃତ୍ୟୁ ପରେ ଆଜି ନୀଳାଦ୍ରୀବିହାରରେ ସ୍ଥିତି ଅନୁଧ୍ୟାନ କରିଛନ୍ତି ମେୟର ସୁଲୋଚନା ଦାସ।
Credible Local News of Odisha