ଡୁମୁରିରେ ଅଷ୍ଟ ପ୍ରହରୀ ନାମ ଯଜ୍ଞ ଅନୁଷ୍ଠିତ

ସୋନପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଜଟେସିଂହା ପଞ୍ଚାୟତ ଅନ୍ତର୍ଗତ ଡୁମୁରି ଗ୍ରାମରେ ପୂର୍ବତନ ବିଧାୟକ ସ୍ବର୍ଗତ ବୈଷ୍ଣବ ପଧାନଙ୍କ ୨୦ ତମ ଶ୍ରାଦ୍ଧବାର୍ଷିକ ଅବସରରେ ଅଷ୍ଟ ପ୍ରହରୀ ନାମ ଯଜ୍ଞ ଅନୁଷ୍ଠିତ ହୋଇଯାଇଛି।

ଏଥିରେ ପୂଜକ ସଦାନନ୍ଦ ପଣ୍ଡା ପୂଜା କାର୍ଯ୍ୟ ତୁଲାଇଥିବା ବେଳେ ଖଣ୍ଡହତା ‌ସମିତିସଭ୍ୟ ବିନୋବା ନନ୍ଦ ପଧାନ ଓ ଧର୍ମପତ୍ନୀ ସ୍ଥାନୀୟ ସରପଞ୍ଚ ସୁନୀତା ପଧାନ କର୍ତ୍ତା ଦାଇତ୍ୱ ତୁଲାଉଛନ୍ତି। ଗ୍ରାମବାସୀ ସହଯୋଗ କରୁଥିବା ଦେଖିବାକୁ ମିଳିଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes