ଡିସେମ୍ବର ପହିଲାରୁ ଜିଲ୍ଲାରେ ଖରିଫ୍ ଧାନ କିଣାବିକା ଆରମ୍ଭ

ବରଗଡ଼ ଜିଲ୍ଲାରେ ଆସନ୍ତା ଡିସେମ୍ବର ମାସ ପହିଲାରୁ ଖରିଫ୍ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହେବ । ଡିସେମ୍ବର ମାସ ୧ତାରିଖରୁ ଅତାବିରା, ୨ତାରିଖରୁ ଭେଡେନ, ବରପାଲି, ବରଗଡ, ଭଟଲି, ସୋହେଲା,୩ତାରିଖରୁ ପଦମପୁର ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହେବ ବୋଲି ଆଜି ଘୋଷଣା କରାଯାଇଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes