ଡାଳତୋଳାରେ ବିଜେଡିର ଜନସଂପର୍କ ପଦଯାତ୍ରା

ଆଜି ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ୍ ଅନ୍ତର୍ଗତ କୁଞ୍ଜୁରୀ ଗ୍ରାମପଞ୍ଚାୟତର ଡାଳତୋଳା ବଜାରରେ ଜନ ସମ୍ପର୍କ ପଦଯାତ୍ରା ବିଧାୟକ ବେଗୁନିଆ ତଥା ଖୋର୍ଦ୍ଧା ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ରାଜେନ୍ଦ୍ର କୁମାର ସାହୁଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଛି ।

ଏଥିରେ ବିଜୁ ଜନତା ଦଳର ବରିଷ୍ଠ ସଭାପତି ତଥା ସମସ୍ତ ଜୋନର ଜିଲ୍ଲା ପରିଷଦ ସଭ୍ଯ/ସଭ୍ୟା ନିର୍ବାଚନ ମଣ୍ଡଳୀର ସରପଞ୍ଚ, ସମିତି ସଭ୍ୟ/ସଭ୍ଯା, ବହୁ ବରିଷ୍ଠ ନେତୃବୃନ୍ଦ ମହିଳା, ଯୁବ-ଛାତ୍ର ସଭାପତିଙ୍କ ସହିତ ସମସ୍ତ କର୍ମକର୍ତ୍ତା ଯୋଗଦାନ କରିଥିଲେ ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes