ଡାକ ବିଭାଗ ଜାତି ଓ ଜନଜାତି ସ୍ଵତନ୍ତ୍ର କର୍ମଶାଳା

ସର୍ବ ଭାରତୀୟ ଡାକ ବିଭାଗ ଜାତି ଓ ଜନଜାତି କର୍ମଚାରୀ କଲ୍ୟାଣ ସଂଗଠନର ଓଡ଼ିଶା ସର୍କଲର ସମ୍ପାଦକ ଗିରିଶ ଚନ୍ଦ୍ର ନାୟକଙ୍କ ବାସ ଗୃହରେ ଏକ ସଚେତନତାଧର୍ମି କର୍ମଶାଳା ଅନୁଷ୍ଠିତ ହୋଇ ଯାଇଛି।

ଏଥିରେ ବାଂଶପାଳ,ଝୁମ୍ପୁରା,ସାହାର ପଡ଼ା, ଘଟଗାଁ, ହରିଚନ୍ଦନପୁର, ଶୁଆକାଟି, ଆନନ୍ଦପୁର, ମାଛଗଡ,ନରଣପୂର ଉପ ଡାକଘରର ଗ୍ରାମୀଣ ଡାକସେବକ ଯୋଗ ଦେଇଥିଲେ। ସେବସ୍ତମ୍ୱର ସଭାପତି କୁମରମଣି ତନ୍ତୀ ମୁଖ୍ୟଅତିଥି ଭାବେ ଯୋଗ ଦେଇ ଆମ୍ୱେ ଦକରଙ୍କ ଜୀବନଦର୍ଶନ ବିଷୟ ରେ କହିଥିଲେ।ଡାକ କର୍ମଚାରୀଙ୍କ ସର୍ଭିସ୍ ନିୟମ,ମିଳୁଥିବା ସୁବିଧା, ଜାତି ଓ ଜନଜାତି ଆୟୋଗଙ୍କ କାମକାର୍ଯ୍ୟ ବିଷୟରେ ଆଲୋଚନା ହୋଇଥିଲା ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes