ଡମପଡା ବ୍ଲକରେ ବରିଷ୍ଠ ନାଗରିକଙ୍କ ସ୍ୱାସ୍ଥ୍ୟ ଶିବିର

ବାଙ୍କୀ ଉପଖଣ୍ଡର ଡମପଡା ବ୍ଲକ ପାଥପୁର ୟୁଜିଏମଇ ସ୍କୁଲ ଠାରେ ଆଜି ଚିତ୍ତ ଜ୍ଞାନୀ ଚାରିଟେବଲ ଟ୍ରଷ୍ଟ ପକ୍ଷରୁ ବରିଷ୍ଠ ନାଗରିକଙ୍କ ପାଇଁ ଏକ ସ୍ୱାସ୍ଥ୍ୟସେବା ଶିବିର ଅନୁଷ୍ଠିତ ହୋଇଯାଇଛି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes