ଡବଲଙ୍ଗ ମୁଖ୍ଯ ରାସ୍ତା ସଫେଇ କଲେ ନାମଯଜ୍ଞ କମିଟି

ସୋନପୁର ସଦର ବ୍ଲକ ଛକୋରମାଲ ଗ୍ରାମପଞ୍ଚାୟତ ପୂର୍ବତନ ଡବଲଙ୍ଗ ମୁଖ୍ଯ ରାସ୍ତା ସଫେଇ କଲେ ଗ୍ରାମର ନାମଯଜ୍ଞ କମିଟି ଗ୍ରାମରେ ଥିବା ସମସ୍ତ ନଳକୂପ ସଫେଇ କାର୍ଯ୍ୟ କରୁଥିବା ବେଳେ କମିଟି ସଭାପତି ନାରାୟଣ ଖେତି ସଂପାଦକ ଅନନ୍ତ ନାଏକ କୋଷାଧ୍ୟକ୍ଷ ଦୀପକର ଖେତି ଓ ଲାଲବାବୁ ଦେହେରୀଙ୍କ ନେତୃତ୍ଵରେ ସଫେଇ କାର୍ଯ୍ୟ କରୁଛନ୍ତି ଗ୍ରାମର ଯୁବଗୋଷ୍ଟି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes