ଡବଲଙ୍ଗରେ ଚାଲିଥିବା୨୪ପ୍ରହର ନାମ ଯଜ୍ଞ ଉଦଯାପିତ

ସୋନପୁର ସଦର ବ୍କକ ଅନ୍ତର୍ଗତ ଡବଲଙ୍ଗ ଗ୍ରାମରେ ଅନୁଷ୍ଟିତ ହେଉଥିବା ୨୪ ପ୍ରହର ନାମଯଜ୍ଞ ଉଦ୍ ଯାପିତ ହୋଇଯାଇଛି ୧୪ଟି କିର୍ତ୍ତନ ଦଳ ଭାଗ ନେଇଥିବା ବେଳେ ବୈଠକରେ ତିଲେଇମାଲ ଓ ଛତିଶ ଗଡ ଦଳ ମଧ୍ୟରେ ପରିବେଷଣ ହୋଇଥିଲା

ଅତିଥିଭାବେ ଡୁଙ୍ଗୁରୀପାଲି ବ୍କକ ଉପାଦକ୍ଷ ମକର ଧ୍ବୟ ସାହୁ ,ପରିଚାଲନା କରିଥିଲେ ଡବଲଙ୍ଗ ଗ୍ରାମବାସୀ ବୃନ୍ଦ

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes