ସୋନପୁର ସଦର ବ୍ଲକ ଛକୋରମାଲ ଗ୍ରାମପଞ୍ଚାୟତ ଅନ୍ତର୍ଗତ ଡବଲଙ୍ଗ ଗ୍ରାମରେ କୁଆଁରୀକନ୍ଯାମାନେ ମା’ ଖୁଦୁରୁକୁଣୀ ଦେବୀଙ୍କ ପୂଜା କରିବା ସହ ଆଜି ଗ୍ରାମ ପରିକ୍ରମା କରି ନିକଟସ୍ଥ ନୂଆଁ ମୁଣ୍ଡାରେ ହାରିଗୁହାରି କରି ବିସର୍ଜନ କରିଥିଲେ।
ଏଥିରେ ପୂଜାର୍ଚ୍ଚନା କରିଥିଲେ ମନୋ ରଂଜନ ମିଶ୍ର।
Credible Local News of Odisha