ଡଟ୍ ଫେଷ୍ଟ ପାଇଁ ୧୫ ପ୍ଲାଟୁନ ଫୋର୍ସ, ମୋ ବସ୍‌ରେ ମାଗଣାରେ ଯିବେ ଟିକେଟଧାରୀ

ଜାନୁଆରୀ ୧୫ ତାରିଖରୁ ୨୯ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରରେ ଆୟୋଜିତ ହେଉଥିବା ଡଟ୍ ଫେଷ୍ଟ ସୁରକ୍ଷା ପାଇଁ ୧୫ ପ୍ଲାଟୁନ ପୁଲିସ ଫୋର୍ସ ଓ ୫ ପ୍ଲାଟୁନ୍ ଫୋର୍ସ ଟ୍ରାଫିକ ଦାୟିତ୍ୱରେ ରହିବେ ବୋଲି ଡିସିପି ସୂଚନା ଦେଇଛନ୍ତି।

ଡଟ୍ ଫେଷ୍ଟରେ ଜାତୀୟ କଳାକାର ଆସିବାର କାର୍ଯ୍ୟକ୍ରମ ଥିବାବେଳେ ୭ ହଜାର ଲୋକଙ୍କ ପାଇଁ ସିଟିଂ ବ୍ୟବସ୍ଥା କରାଯାଇଛି। ଟିକେଟଧାରୀ ମାଗଣାରେ ମୋ ବସ୍‌ରେ ଯାତ୍ରା କରିପାରିବେ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes