ଟ୍ରାଫିକ୍ ସମସ୍ୟା ଦାବିରେ ଯୁବ କଂଗ୍ରେସର ଦାବିପତ୍ର

ଭଦ୍ରକ ଟ୍ରାଫିକ୍ ସମସ୍ୟା ସମାଧାନ ଦାବିରେ ଜିଲ୍ଲା ଯୁବ କଂଗ୍ରେସ ସଭାପତି ହେମନ୍ତ ମହାପାତ୍ରଙ୍କ ନେତୃତ୍ବରେ ଯୁବ କଂଗ୍ରେସର କର୍ମକର୍ତ୍ତାମାନେ ଭଦ୍ରକ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଚରଣସିଂ ମିନାଙ୍କୁ ଆଜି ଭେଟି ୫ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରିଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes