ଟ୍ରକ ଧକ୍କାରେ ଲୁନା ଆରୋହୀ ଗୁରୁତର

କେନ୍ଦୁଝର ଜିଲ୍ଲା ଢେଙ୍କିକୋଟ ପାଟଣା ଦେଇ ଯାଇଥିବା ରାସ୍ତାର ସ୍ବାମ୍ ଛକ ନିକଟରେ ମଙ୍ଗଳବାର ଲୁନା ଆରୋହିକୁ ଏକ ଟ୍ରକ ଧକ୍କା ଦେବା ଫଳରେ ଲୁନା ଆରୋହି ଗୁରୁତର ହୋଇଛନ୍ତି।

ଗୁରୁତର ଆରୋହି ଜଣକ ହେଉଛନ୍ତି ମୂଷାଖରୀ କାଶିଆ ସାହିର ହଳଧର ମହାନ୍ତ(୪୮)। ହଳଧର ମାଙ୍କ ଆଜି ଦଶାହ ଥିବାରୁ ପାଟଣା ବଜାରରୁ ସାମଗ୍ରୀ କିଣି ଘରକୁ ନେଉଥିବା ସମୟରେ ସ୍ବାମ୍ ଛକ ନିକଟରେ ଦୁର୍ଘଟଣା ଗ୍ରସ୍ତ ହୋଇଥିଲେ।ଦୁର୍ଘଟଣା ଗ୍ରସ୍ତ ଦୁଇ ଗାଡିକୁ ପୋଲିସ ଜବତ କରି ତଦନ୍ତ ଆରମ୍ଭକରିଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes