ଟୁଙ୍ଗୁରୁ ଖବର ପ୍ରସାରଣ ନେଇ ପଦକ୍ଷେପ ନେବାକୁ ଚିଠି

ଆଜି ଭଦ୍ରକ ଜିଲ୍ଲା ବାସୁଦେବପୁର ଠାରେ ଯୁବ ସମାଜସେବୀମାନେ ଟୁଙ୍ଗୁରୁ ଖବର ବାରମ୍ବାର ପ୍ରସାରଣ ଫଳରେ ସମାଜ ଉପରେ କୁପ୍ରଭାବ ପଡୁଛି, ଏଣୁ ଉପଯୁକ୍ତ ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ଚିଠି ଲେଖିଛନ୍ତି ବାସୁଦେବପୁରର ଯୁବ ସମାଜସେବୀ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes