ଟିଟିଲାଗଡରେ ହାଲୁକା ବର୍ଷା, ଗରମରୁ ସାମାନ୍ୟ ନିସ୍ତାର May 18, 2022 by Odisha ଟିଟିଲାଗଡରେ କିଛି ସମୟ ପାଇଁ ଆଜି ବର୍ଷା ହେବା ଯୋଗୁଁ ସ୍ଥାନୀୟ ବାସିନ୍ଦା ଗରମରୁ ସାମାନ୍ୟ ନିସ୍ତାର ପାଇଛନ୍ତି।