ଝାଡ଼ାବାନ୍ତି ଆକ୍ରାନ୍ତରେ ବାପା ପୁଅଙ୍କ ମୃତ୍ୟୁ

ଝାରସୁଗୁଡ଼ା ଜିଲ୍ଲା ୧୩ ନଂ ୱାର୍ଡ ଦେବାଡିହିରେ ଝାଡ଼ାବାନ୍ତିରେ ବାପା ପୁଅଙ୍କ ମୃତ୍ୟୁ ଘଟିଛି।

ଗୁରୁବାର ଚିକିତ୍ସାଧୀନ ଅବସ୍ଥାରେ ପୁଅର ମୃତ୍ୟୁ ହୋଇଥିବା ବେଳେ ଗତକାଲି ବାପାର ମୃତ୍ୟୁ ଘଟିଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes