ଝଡତୋଫାନରେ ଗଛ ପଡ଼ି ରାସ୍ତା ଅବରୋଧ

ସୋନପୁର ଜିଲ୍ଲା ବୀରମହାରାଜପୁର ଅଞ୍ଚଳରେ ଗତ ରାତ୍ରୀରେ ଝଡତୋଫାନ ସହ ଘଡ଼ଘଡ଼ି ସହ ପ୍ରବଳ ବର୍ଷା ଯୋଗୁଁ ବୀରମହାରାଜପୁର ଠାରୁ ସୁବଳୟା ମୁଖ୍ୟ ରାସ୍ତା ଦୋଳମଣ୍ଡପ ଠାରେ ଗଛ ପଡ଼ି ରାସ୍ତା ଅବରୋଧ ହୋଇଛି।

ଫଳରେ ଯାନବାହନ ସହ ଲୋକେ ଯିବାଆସିବା ବିଭିନ୍ନ ସମସ୍ୟା ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes