ନିମ୍ନମାନର ଖାଦ୍ୟ ବିକ୍ରିକୁ ନେଇ ସହରର ଅନେକ ହୋଟେଲ୍ରେ ଚଢ଼ାଉ କରିଛି ଜୟପୁର ପୌରପାଳିକା କର୍ତ୍ତୃପକ୍ଷ।
କିଛି ହୋଟେଲ୍ କିଚେନ ସିଲ୍ କରିବା ସହ ଜରିମାନା ଆଦାୟ କରିଛନ୍ତି।ଫୁଟପାଥରେ କିଛି ହୋଟେଲ ମଧ୍ୟ ଯାଞ୍ଚ କରି ତାଗିଦ କଲେ।
Credible Local News of Odisha