ଜେଲ ଦଣ୍ଡାଦେଶ ପରେ ନିଶା ମାଫିଆ କୋର୍ଟରୁ ଫେରାର

ଆଜି ନିଶା ମାଫିଆ ବିଜୟ ମାଣିଆ ଭୁବନେଶ୍ୱରର ଏକ କୋର୍ଟରୁ ପୁଲିସକୁ ଚକମା ଦେଇ ଫେରାର ହୋଇଯାଇଛି l
ଏକ ନିଶା କାରବାର ମାମଲାରେ ଆଜି କୋର୍ଟ ତାକୁ 19 ବର୍ଷ ଜେଲ ଓ 1 ଲକ୍ଷ ଟଙ୍କା ଜରିମାନା ଆଦେଶ ଦେଇଥିଲେ l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes