ଜେଲରୁ ମୁକୁଳିବେ ୨୬ ଜଣ ଆଜୀବନ କଏଦୀ

ରାଜ୍ୟର ୧୫ଟି ଜେଲ୍‌ରୁ ୨୬ ଜଣ କଏଦୀ ମୁକୁଳିବା ନେଇ ରାଜ୍ୟର ୧୫ଟି ଜେଲକୁ ଚିଠି ଲେଖିଛି ଜେଲ୍ ବିଭାଗ।

ଏମାନେ ସେଣ୍ଟେନ୍ସ ରିଭ୍ୟୁ ବୋର୍ଡର ଅନୁମୋଦନକ୍ରମେ ମୁକୁଳିବେ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes