ଜେଇଇ (ମେନ୍‌) ପରୀକ୍ଷାରେ ପ୍ରିୟଙ୍କା ସର୍ ଓଡ଼ିଶା ଟପ୍ପର

ଜେଇଇ (ମେନ୍‌) ପରୀକ୍ଷା ପ୍ରକାଶ ପାଇଥିବା ବେଳେ ୯୯.୯୮ ପର୍ସେଣ୍ଟାଇଲ ସହ ପ୍ରିୟଙ୍କା ସର ରାଜ୍ୟ ଟପ୍ପର ହୋଇଛନ୍ତି।

ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି NTA JEE Main ୨୦୨୩ ସେସନ-୨ ରେଜଲ୍ଟ ପ୍ରକାଶ କରିଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes