ଜୁନ 27 ତାରିଖରୁ ଜୁଲାଇ 12 ତାରିଖ ମଧ୍ୟରେ କମନ ପିଜି ଏଣ୍ଟ୍ରାନ୍ସ ପାଇଁ ସାମସ ଜରିଆରେ ଆବେଦନ କରିବାକୁ ପଡିବ ବୋଲି ଆଜି ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି l
ଅଗଷ୍ଟ 1 ରୁ 11 ତାରିଖ ମଧ୍ୟରେ ସବୁ ବିଭାଗର ଏଣ୍ଟ୍ରାନ୍ସ ହେବ ଏବଂ 25 ତାରିଖରେ ମେରିଟ ଲିଷ୍ଟ ବାହାରିବ l ସେପ୍ଟେମ୍ବର 5 ତାରିଖରୁ ସିଟ ଆଲଟମେଣ୍ଟ ଆରମ୍ଭ ହେବ l