ଜୁଆଖେଳ ଉପରେ ଚଢ଼ାଉ ବେଳେ ନିର୍ଧୁମ ମାଡ଼

ଭୁବନେଶ୍ବର ଉପକଣ୍ଠ ବାଲିପାଟଣା ଥାନା ରାଜସ ପଞ୍ଚାୟତ କୃଷ୍ଣପୁର ଯାତ୍ରାରେ ଜୁଆ ଖେଳ ଉପରେ ଚଢଉ ବେଳେ ନିର୍ଧୁମ ମାଡ଼ ଖାଇଛନ୍ତି ପୁଲିସର ସ୍ପେଶାଲ ସ୍କ୍ୱାର୍ଡ଼ କର୍ମଚାରୀ।

ଲୋକଙ୍କ ସଙ୍ଘବଦ୍ଧ ଆକ୍ରମଣରେ ଭୟଭୀତ ହୋଇ ପୁଲିସ କର୍ମଚାରୀ ଗାଡି ଛାଡି ପଳାଇଥିଲେ। ଖବର ପାଇ ବାଲିପାଟଣା ପୁଲିସ ପହଁଞ୍ଚି ସ୍ଥାନୀୟ ସରପଞ୍ଚଙ୍କ ସହାୟତାରେ ଗାଡି ଗୁଡିକୁ ଉଦ୍ଧାର କରିଛି। ଘଟଣାଟି ଏହି ଅଞ୍ଚଳରେ ଆଲୋଚନାର ବିଷୟ ପାଲଟିଛି। ଆଜି କମିସନରେଟ ପୁଲିସ ପକ୍ଷରୁ ଗାଁରେ ଚଢ଼ଉ ହେଉଛି ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes