ଜିଲ୍ଲା ସ୍ତରୀୟ ଡକ୍ଟର ବି.ଆର.ଆମ୍ବେଦକର ଜୟନ୍ତୀ ପାଳିତ

କେନ୍ଦୁଝରର ସ୍ଥାନୀୟ ଦରବାରହଲ ଠାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଡକ୍ଟର ବି.ଆର.ଆମ୍ବେଦକର ଜୟନ୍ତୀ ପାଳିତ ହୋଇଛି।

ସକାଳେ ଆମ୍ବେଦକରଙ୍କର ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା। ଜିଲ୍ଲାପାଳ ଆଶିଷ ଠାକରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ତାଙ୍କ ମହାନ୍ ଆଦର୍ଶ, ତ୍ୟାଗ ଓ ଦଳିତ ନିଷ୍ପେସିତ ଲୋକଙ୍କ ପାଇଁ କରିଥିବା କାର୍ଯ୍ୟ ସବୁମନେ ପକାଇଥିଲେ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes