ଜିଲ୍ଲା ଯୋଗାଣ ଅଧିକାରୀଙ୍କ ଧାନମଣ୍ଡି ପରିଦର୍ଶନ

ସୁବର୍ଣ୍ଣପୁର ଜିଲ୍ଲା ଯୋଗାଣ ଅଧିକାରୀ ସୁରେଶ କୁମାର ପାଣିଗ୍ରାହୀ ଆଜି ବିନିକା ବ୍ଳକ ଗସ୍ତରେ ଆସି ସେଲେଡ଼ି ଓ ଶିଂହିଜୁବା ଧାନ ମଣ୍ଡି ପରିଦର୍ଶନ କରି ଚାଷୀମାନଙ୍କ ସହିତ ଆଲୋଚନା କରିଥିଲେ ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes