ଜିଲ୍ଲା ଜଜ କୋର୍ଟ କାର୍ଯ୍ୟାଳୟ ଠାରେ ଇ-ଫାଇଲିଙ୍ଗ ଷ୍ଟେସନ ଉଦଘାଟିତ

ଆଜି ସୁବର୍ଣ୍ଣପୁର ଜିଲ୍ଲା ଜଜ କୋର୍ଟ କାର୍ଯ୍ୟାଳୟ ଠାରେ ଆଭାସି ମାଧ୍ୟମରେ ଇ-ଫାଇଲିଙ୍ଗ ଷ୍ଟେସନ ଉଦଘାଟିତ ହୋଇଯାଇଛି । ଏହାକୁ ସୁପ୍ରିମ କୋର୍ଟର ବିଚାରପତି ଜଷ୍ଟିସ ଏଲ.ନାଗେଶ୍ଵର ରାଓ ମୁଖ୍ୟଅତିଥି ଭାବେ ଯୋଗ ଦେଇ ଉଦଘାଟନ କରିଥିଲେ ।

ଏହି ଅବସରରେ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ଡଃ ଜଷ୍ଟିସ ଏସ.ମୁରଲିଧରନ ଓ ଅନ୍ୟ ବିଚାରପତି ମାନେ ଆଭାସି ମାଧ୍ୟମରେ ସାମିଲ ହୋଇଥିଲେ ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes