ଜାତୀୟ ରାଜପଥ ବାଲେଶ୍ଵର ପ୍ରକଳ୍ପ ନିର୍ଦ୍ଦେଶକଙ୍କୁ କାରଣ ଦର୍ଶାଅ ନୋଟିସ

ବାରିପଦାରେ ନିକଟରେ ଆହୁତ ଜିଲ୍ଲା ସଡକ ସୁରକ୍ଷା ବୈଠକରେ ଅନୁପସ୍ଥିତ ରହିଥିବାରୁ ମୟୁରଭଂଜ ଜିଲ୍ଲାପାଳ ଜାତୀୟ ରାଜପଥ କତ୍ତୃପକ୍ଷ ବାଲେଶ୍ଵର ପ୍ରକଳ୍ପ ନିର୍ଦ୍ଦେଶକଙ୍କୁ କାରଣ ଦର୍ଶାଅ ନୋଟିସ ଆଜି ଜାରି କରିଥିବା ଜଣେ ଅଧିକାରୀ କହିଛନ୍ତି।

ଜିଲ୍ଲାର ଦ୍ଵାରଶୁଣି ଘାଟ ନିକଟରେ ଯାଇଥିବା ଜାତୀୟ ରାଜପଥର ଉପଯୁକ୍ତ ରକ୍ଷଣା ବେକ୍ଷଣ କରାଯାଉନ ଥିବାରୁ ଦୁର୍ଘଟଣା ଘଟୁଥିବା ସ୍ଥାନୀୟ ସଡ଼କ ଓ ପରିବହନ ଅଧିକାରୀ ପୂର୍ବରୁ ଅଭିଯୋଗ କରିଥିଲେ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes