ଜାଗମରା କାନାଡ଼ା ବ୍ୟାଙ୍କ ସମ୍ମୁଖରେ ଲୁଟ୍‌

ଭୁବନେଶ୍ବର ଭୀମଟାଙ୍ଗୀ ଅଞ୍ଚଳର ମନୋଜ ଲେଙ୍କା ଲୁଟ୍‌ର ଶିକାର ହୋଇଛନ୍ତି।

ଟଙ୍କା ଉଠାଇ ସାଙ୍ଗ ସହ କଥା ହେବାବେଳେ ବାଇକରେ ଆସି ୨ ଯୁବକ ଟଙ୍କା ଲୁଟ୍‌ କରି ଛୁ ମାରିଛନ୍ତି। ଖଣ୍ଡଗିରି ପୁଲିସ ଘଟଣାର ତଦନ୍ତ କରୁଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes