ଜଷ୍ଟିସ ପୂର୍ଣ୍ଣିଚନ୍ଦ୍ର ମିଶ୍ରଙ୍କ ପରଲୋକ

ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ପୂର୍ଣ୍ଣଚନ୍ଦ୍ର ମିଶ୍ରଙ୍କର ଆଜି କଟକ ସିଡିଏସ୍ଥିତ ତାଙ୍କ ବାସଭବନରେ ପରଲୋକ ହୋଇଯାଇଥିବା ପରିବାର ପକ୍ଷରୁ କୁହାଯାଇଛି l
ସେ ଓଡିଶା ହାଇକୋର୍ଟରେ ବିଚାରପତି ଭାବେ 1983 ଜୁନ ପହିଲାରେ ଯୋଗ ଦେଇ 1994 ମସିହାରେ ଅବସର ଗ୍ରହଣ କରିଥିଲେ l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes