ମୟୁରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଥାନା ବେଗୁନିଆବନ୍ଧ ଗାଁରେ ଏହି ହତ୍ୟାକାଣ୍ଡ ଘଟଣା ଘଟିଛି।
ଗ୍ରାମସଭାରେ ଉଭଣୀ ବିରୋଧ କରିଥିବାରୁ ପିଟିପିଟି ହତ୍ୟା କରିଥିବା ସୂଚନା ମିଳିଛି। ଅଭିଯୁକ୍ତ ଭାଇ, ଭାଉଜକୁ ଗିରଫ କରିଛି ପୁଲିସ।
Credible Local News of Odisha