ଜମିବାଡିକୁ କେନ୍ଦ୍ରକରି ଭାଇ ଭାଇ ଭିତରେ ମାଡ଼ପିଟ

କେନ୍ଦୁଝର ଜିଲ୍ଲା ଘସିପୁରା ଥାନା କେନ୍ଦୁଆ ଗାଁରେ ଜମିବାଡ଼ି ବିବାଦରୁ ଦୁଇ ଭାଇଙ୍କ ଆକ୍ରମଣରେ ସାନଭାଇ ଓ ତାଙ୍କ ସ୍ତ୍ରୀ ଗୁରୁତର ଅବସ୍ଥାରେ ଘଷିପୁରା ମେଡିକାଲରେ ଭର୍ତ୍ତି ହୋଇଥିବା ଜଣେ ପ୍ରତ୍ୟକ୍ଷଦର୍ଶୀ ସୂଚନା ଦେଇଛନ୍ତି ।

ସାମାନ୍ୟ ବଚସାରୁ ୨ ବଡ଼ଭାଇ କୁରାଢିରେ ଆକ୍ରମଣ କରିଥିବା ସୂଚନା ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes