ଜଗନ୍ନାଥ ମନ୍ଦିର ନିର୍ମାଣ ପାଇଁ କୋଟିଏ ଟଙ୍କା ଦାନ

ଯାଜପୁର ଜିଲ୍ଲା ବେରୁଦା ପଞ୍ଚାୟତ ଜଗତପୁରଗାଁ ର ଆମେରିକାରେ ରହୁଥିବା ଜଣେ ପ୍ରତିଷ୍ଠିତ ଡାକ୍ତର ଭାସ୍କର ଚନ୍ଦ୍ର ନାଏକ ନିଜ ଗାଁରେ ଜଗନ୍ନାଥ ମନ୍ଦିର ନିର୍ମାଣ ପାଇଁ କୋଟିଏ ଟଙ୍କା ଦାନ କରିଛନ୍ତି ।

ସେ ୧୭ବର୍ଷ ତଳେ ଆମେରିକା ଏକ ଜଗନ୍ନାଥ ମନ୍ଦିର ନିର୍ମାଣ କରାଇଛନ୍ତି ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes