ଜଗନ୍ନାଥ ବାହିନୀ ପକ୍ଷରୁ ଜିଲ୍ଲାପାଳଙ୍କୁ ଦାବି ପତ୍ର ପ୍ରଦାନ

ଦ୍ଵିତୀୟ ଶ୍ରୀକ୍ଷେତ୍ର ବାରିପଦା ଶ୍ରୀ ଶ୍ରୀ ହରିବଳଦେବ ଜୀଉ ବୀଜେଙ୍କ ଅମାପ ସମ୍ପତ୍ତିକୁ ଜବରଦଖଲକାରୀଙ୍କ ଠାରୁ ଉଦ୍ଧାର କରିବା, ବାରିପଦା ଦେବତ୍ତର ବିଭାଗରେ ସ୍ଥାୟୀ ଅଧିକାରୀ ନିଯୁକ୍ତି, ସେବାୟତଙ୍କ ପାଉଣା ବୃଦ୍ଧି, ମନ୍ଦିର ପ୍ରାଙ୍ଗଣରେ ସ୍ଵତନ୍ତ୍ର ପୁଲିସ ମୁତୟନ ଆଦି ଦାବି ନେଇ ଆଜି ଜଗନ୍ନାଥ ବାହିନୀ ପକ୍ଷରୁ ଜିଲ୍ଲାପାଳଙ୍କୁ ଭେଟି ଦାବି ପତ୍ର ପ୍ରଦାନ କରାଯାଇଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes