ଜଗତସିଂହପୁରରେ ଆଜିକାର ତାପମାତ୍ରା 37.5 ଡିଗ୍ରୀ May 4, 2022 by Odisha ଆଜି ଜଗତସିଂହପୁର ସହରରେ ତାପମାତ୍ରା 37.5 ଡିଗ୍ରୀ ଥିବା ବେଳେ ପାରାଦୀପରେ ଥିଲା 33 ଡିଗ୍ରୀ l