ଛତୁ ଚାଷ କରୁଛନ୍ତି କାଳିଆବେଡା ଗ୍ରାମର ମହିଳା

କେନ୍ଦୁଝର ଜିଲ୍ଲା ଯୋଡ଼ା ବ୍ଲକ କାଳିଆବେଡା ଗ୍ରାମର କାବେରୀ ଏସ୍ଏଚଜି ଗ୍ରୁପର ୧୦ ଜଣ ମହିଳା ଏକାଠି ହୋଇ ଛତୁ ଚାଷ ଆରମ୍ଭ କରିଛନ୍ତି।

ଏହାଦ୍ବାରା ସେମାନେ ମାସକୁ ୭ ରୁ ୮ ହଜାର ଟଙ୍କା ଲେଖାଏଁ ରୋଜଗାର କରିବାର ଆଶା ରଖିଥିବା ଗ୍ରୁପର ଜଣେ ସଦସ୍ୟା କହିଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes