ଚିଲିକାରେ ନିଆଁ ଲାଗି ପୋଡି ପାଉଁଶ ହୋଇଗଲା ନଳ ବଣ

ଚିଲିକାର କାଳୁପଡା ଘାଟ ନିକଟରେ ନିଆଁ ଲାଗିଛି।

ମାଛ ଧରିବା ପାଇଁ ଆସି ମାଫିଆମାନେ ନିଆଁ ଲଗାଇ ଦେଉଥିବା ସୂଚନା ମିଳିଛି। ପବନ ବୋହୁଥିବାରୁ ନିଆଁର ପ୍ରକୋପ ବଢିବାରେ ଲାଗିଛି ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes