ଚିଟଫଣ୍ଡ ମାମଲାର ଶୁଣାଣି ପୂର୍ବରୁ ସଂକ୍ଷିପ୍ତ ନୋଟ୍ ଦାଖଲ କଲେ ଆମିକସକ୍ୟୁରି

ସିବିଆଇ, ଇଡି ଓ ରାଜ୍ୟ ସରକାରଙ୍କ ବାବଦରେ ସଂକ୍ଷିପ୍ତ ନୋଟ୍ ଦାଖଲ କରିଛନ୍ତି।

ସିବିଆଇ ୪୪ଟି ଏଫ୍ଆଇଆର କରିଛି, ୨୩ଟି ମାମଲାର ତଦନ୍ତ ଶେଷ, ୨୧ଟି ମାମଲାରେ ପ୍ରାଥମିକ ଚାର୍ଜସିଟ୍, ଗୋଟିଏ ମାମଲାର ବିଚାର ଶେଷ ହୋଇଛି। ଇଡି ପକ୍ଷରୁ ମଧ୍ୟ ୭ଟି ମାମଲା ହୋଇଥିବା ସଂକ୍ଷିପ୍ତ ନୋଟରେ ଉଲ୍ଲେଖ ରହିଛି ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes