ଚିକିତ୍ସାଧୀନ ଥିବା ଅସୁସ୍ଥ ହାତୀର ମୃତ୍ୟୁ

ଗଞ୍ଜାମ ଜିଲ୍ଲା ଭଂଜନଗର ଘୁମୁସର ବନଖଣ୍ଡ ଲେଙ୍ଗେଡ଼ା ଗାଁ ଜଙ୍ଗଲରେ ଚିକିତ୍ସାଧୀନ ଥିବା ଅସୁସ୍ଥ ହାତୀର ମୃତ୍ୟୁ ଘଟିଛି।

ଗତ ୪ ତାରିଖରେ ନନ୍ଦନକାନନର ଟିମ୍ ହାତୀର ଚିକିତ୍ସା କରିଥିଲେ। ହାତୀଟି ପାଟିରେ ସଂକ୍ରମଣ ଯୋଗୁଁ ଖାଦ୍ୟ ଖାଇ ପାରୁନଥିଲା।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes