ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଲେ ୧୨ ବର୍ଷର ଗାୟତ୍ରୀ

ଭାଣିଜୀ ଉପରେ ମାମୁ ପେଟ୍ରୋଲ ପକାଇ ନିଆଁ ଲଗାଇବା ଘଟଣାରେ କଟକ ବଡ଼ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଛନ୍ତି ୧୨ ବର୍ଷର ଭାଣିଜୀ ଗାୟତ୍ରୀ।

ଗତ ୨୫ ତାରିଖରେ ଗଞ୍ଜାମ ଜିଲ୍ଲା ବୈଦ୍ୟନାଥପୁର ଥାନା କମାପଲ୍ଲୀ ବିଦ୍ୟାନଗରରେ ଘଟିଥିଲା ଏହି ଘଟଣା।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes