ବିଶ୍ୱକପ ହକି ଆୟୋଜନ ସମୀକ୍ଷା ପରେ ମୁଖ୍ୟ ସଚିବ ଏହି ପ୍ରତିକ୍ରିୟା ଦେଇଛନ୍ତି।
ରାଉରକେଲା ଏୟାରଷ୍ଟ୍ରିପ୍ କାମ ସଂପୂର୍ଣ୍ଣ ହୋଇଛି, ଅନୁଧ୍ୟାନ ଚାଲିଛି
ଏହାପରେ ଲାଇସେନ୍ସ ମିଳିବ, ବିଭିନ୍ନ ଏୟାରଲାଇନ୍ସ ସହ କଥା ସରିଛି, ଚାର୍ଟର ଫ୍ଲାଇଟରେ ବି ଖେଳାଳିଙ୍କୁ ନେବା ଆଣିବା କରାଯିବ ବୋଲି ମୁଖ୍ୟ ସଚିବ କହିଛନ୍ତି।