ଚାନ୍ଦୁଆ ଠାରେ ପ୍ରତିଷ୍ଠା ହେଲା ଅଗ୍ନିଶମ ସେବା କେନ୍ଦ୍ର

ମୟୁରଭଞ୍ଜ ଜିଲ୍ଲାର କୁଳିଅଣା ବ୍ଲକ ଅନ୍ତର୍ଗତ ଚାନ୍ଦୁଆ ଠାରେ ଆଜି ନୂତନ ଅଗ୍ନିଶମ ସେବା କେନ୍ଦ୍ର ଉଦଘାଟିତ ହୋଇଛି l ଏହି କେନ୍ଦ୍ରରେ 15 ଜଣ କର୍ମଚାରୀଙ୍କୁ ମୁତୟନ ସକାଶେ ରାଜ୍ୟ ସରକାର ମଞ୍ଜୁରୀ ଦେଇଛନ୍ତି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes