ଚାକିରି କରାଇବା ନାଁରେ କୋଟିଏରୁ ଅଧିକ ଟଙ୍କା ଠକେଇ ଅଭିଯୋଗ

ନିଜକୁ କ୍ରାଇମବ୍ରାଞ୍ଚ ଏବଂ ସ୍ପେଶାଲ ବ୍ରାଞ୍ଚ ଅଧିକାରୀ କହି ପୁରୀ, ଖୋର୍ଦ୍ଧା ଓ କଟକର ବହୁ ପିଲାଙ୍କ ଠାରୁ ଠକିଥିବା ଅଭିଯୋଗ ହୋଇଛି।

କୃଷ୍ଣପ୍ରସାଦରୁ ଠକ ମନୋଜ ମାଝୀକୁ ଗିରଫ କରିଛି ଏସଟିଏଫ। ଅଭିଯୁକ୍ତ ଘରୁ ପିଲାଙ୍କ ନକଲି ଆଇକାର୍ଡ ଓ ନକଲି ନିଯୁକ୍ତିପତ୍ର ଜବତ ହୋଇଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes