ଚାଇଲଡ଼ ଲାଇନ ତରଫରୁ ସଚେତନତା

ସୁବର୍ଣ୍ଣପୁର ଚାଇଲ୍ଡ ଲାଇନ ପକ୍ଷରୁ ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ମୁନ୍ଡଘାଟ ପଞ୍ଚାୟତ ର ସ୍ୱରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଠାରେରେ ଶିଶୁ ମାନଙ୍କୁ ନେଇ ଏକ ଶିଶୁ ସୁରକ୍ଷା, ଶିଶୁ ଅଧିକାର ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଅଛି l

ଚାଇଲ୍ଡ ଲାଇନ ସଦସ୍ୟ ସୁଦାମ ଗାଇଗରିଆ ଓ ଆନନ୍ଦିନୀ ଷାନଢ ଚାଇଲ୍ଡ ଲାଇନ 1098 ଓ ତୃପ୍ତିମୟୀ ପଧାନ ଶିଶୁ ଅଧିକାର,ବାଲ୍ୟବିବାହ ର ନିରାକରଣ, ଶିଶୁ ଶ୍ରମିକ, ଭିକାରୀ ଶିଶୁ, ଅନାଥ ଶିଶୁ ଙ୍କ ଥଇଥାନ ଉପରେ ବିସ୍ତୃତ ଭାବେ ଉପସ୍ଥିତ ଥିବା ଶିଶୁ ମାନଙ୍କୁ ବୁଝାଇଥିଲେ ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes