ଅନୁଗୁଳ ଜିଲ୍ଲା ତାଳଚେର ଭରତପୁର ସ୍ଥିତ ଚଷା ଭବନ ଠାରେ ଆଜି ତାଳଚେର ଚଷା ଭାଇ ସମାଜ ପକ୍ଷରୁ ପତାକା ଉତ୍ତୋଳନ କରି ଅକ୍ଷୟ ତୃତୀୟା ପାଳନ କରାଯାଇଛି।
ଏଥିରେ ଚଷା ଭାଇ ସମାଜର ସାଧାରଣ ସମ୍ପାଦକ ରାମକୃଷ୍ଣ ସ୍ବାଇଁ ଚିତ୍ତରଞ୍ଜନ ପ୍ରଧାନ ବହୁ ବରିଷ୍ଠ ସଦସ୍ୟ ଯୋଗଦେଇ ଦେଇଥିଲେ।
Credible Local News of Odisha