ଡିଏମ୍ଇଟି ଡାକ୍ତର ସଚ୍ଚିଦାନନ୍ଦ ମହାନ୍ତି ଏ ନେଇ ସୂଚନା ଦେଇଛନ୍ତି।
ଶ୍ରୀ ମହାନ୍ତି କହିନ୍ତି, ଆସନ୍ତା ବର୍ଷ ଯାଜପୁର, କନ୍ଧମାଳ ଜିଲ୍ଲାରେ ଏବଂ ୨୦୨୬ ସୁଦ୍ଧା ତାଳଚେରରେ ମେଡିକାଲ୍ କଲେଜ ପ୍ରତିଷ୍ଠା ହେବ। ସବୁ ଜିଲ୍ଲା ସଦର ମହକୁମାରେ ମେଡିକାଲ କଲେଜ ଖୋଲିବା ଲକ୍ଷ୍ୟ ରହିଛି ବୋଲି ସେ କହିଛନ୍ତି।
Credible Local News of Odisha