ଚବିଶ ଘଣ୍ଟାରେ ଦିଗପହଣ୍ଡିରେ ୪୮ ମିମି ବର୍ଷା

ଗଞ୍ଜାମ ଜିଲ୍ଳାର ଦିଗପହଣ୍ଡିରେ ଗତ 24 ଘଣ୍ଟା ମଧ୍ୟରେ 48 ମିଲିମିଟର ବର୍ଷା ରେକର୍ଡ ହୋଇଥିବା ବେଳେ ସାନଖେମୁଣ୍ଡିରେ 41 ଏବଂ ଧରାକୋଟରେ 40 ମିମି ବର୍ଷା ହୋଇଛି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes