ଚନ୍ଦ୍ରଶେଖର ମନ୍ଦିରରେ ଶ୍ରଦ୍ଧାଳୁଙ୍କ ସମାଗମ

ବଲାଙ୍ଗିର ସହରର ପାଟଣାଗଡ ରୋଡ ଶାନ୍ତିପଡା ନିକଟରେ ଥିବା ଚନ୍ଦ୍ରଶେଖର ଶୈବ ପୀଠରେ ଆଜି ଶ୍ରଦ୍ଧାଳୁଙ୍କ ସମାଗମ ଦେଖିବାକୁ ମିଳିଛି।

ଭିଡ କମ କରିବା ପାଇଁ ମନ୍ଦିର କମିଟି ତରଫରୁ ଗଛ ପୋତି ମହିଳା ଓ ପୁରୁଷ ଦୁଇଟି ଲାଇନ ବ୍ଯବସ୍ଥା କରାଯାଇଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes