ଚନ୍ଦ୍ରଶେଖରପୁର ସାଇ ଆରତୀ ଏନକ୍ଲେଭରେ ନିଆଁ

ଭୁବନେଶ୍ବର ଚନ୍ଦ୍ରଶେଖରପୁର ତନିସ୍କ ପଛ ଏନକ୍ଲେଭରେ ନିଆଁ ଲାଗିଯାଇଛି।

ବର୍ତ୍ତମାନ ନିଆଁକୁ ଆୟତ୍ତ କରାଯାଇଛି। ଏଥିରେ କାହାର କିଛି କ୍ଷୟକ୍ଷତି ହୋଇ ନଥିବା ସୂଚନା ମିଳିଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes