ଘର ଭାଙ୍ଗିଲେ ହାତୀ ପଲ, କାନ୍ଥ ପଡି ଜଣେ ମୃତ

ମୟୁରଭଞ୍ଜ ଜିଲ୍ଲାର ଦେଉଳି ରେଞ୍ଜ ଅନ୍ତର୍ଗତ କାଠସିରିସୀ ଗ୍ରାମରେ ହାତୀ ପଲ ଗତକାଲି ରାତିରେ ଆତଙ୍କ ସୃଷ୍ଟି କରିବା ସହ 10 ଟି ଘର ଭାଙ୍ଗି ଦେଇଛନ୍ତି l
ଏହି ଘଟଣାରେ କାନ୍ଥ ପଡି ଜଣେ ବ୍ୟକ୍ତି ପ୍ରାଣ ହରାଇଥିବା ବନ ବିଭାଗ କର୍ମଚାରୀ କହିଛନ୍ତି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes